Nikhoj Netajee cover art

Nikhoj Netajee

Preview

Audible Standard 1-month free trial

Auto-renews at $8.99/mo + applicable tax after 30-day trial. Cancel Anytime
Try for $0.00
More purchase options
Buy Now for $15.81

Buy Now for $15.81

About this listen

ଆଜି ମଧ୍ୟ ନେତାଜୀଙ୍କୁ ନେଇ ନାନା ପ୍ରଶ୍ନବାଚୀ! ଏଠି କୁହେଳିକା, ସେଠି ପ୍ରହେଳିକା! ସେ ମୃତ ନା ଜୀବିତ- ଏ ସମ୍ପର୍କରେ ବହୁବାର ଭଉଁରି କାଟିଛି ବିତର୍କର ବାତ୍ୟା! କୁହୁଡି ଭିତରୁ ଆଜି କିନ୍ତୁ ଝଲସି ଉଠୁଛି ଝଡର ଦିହୁଡ଼ି...! ଶବ୍ଦାୟିତ ହୋଇଉଠୁଛି ଶତାବ୍ଦୀର ସତ୍ୟପାଠ! ନେତାଜୀ ଅନ୍ତର୍ଦ୍ଧାନର ଅଜଣା ରହସ୍ୟକୁ ନେଇ ବିବୁଧରଞ୍ଜନଙ୍କ ବହୁଚର୍ଚ୍ଚିତ ବହି: ନିଖୋଜ ନେତାଜୀ!©2021 Storyside IN (P)2021 Storyside IN
No reviews yet