Page de couverture de Ardhangini

Ardhangini

Aperçu
Essayer pour 0,00 $
Choisissez 1 livre audio par mois dans notre incomparable catalogue.
Accès illimité à notre catalogue d'écoute à volonté de plus de 15 000 livres audio et balados
L'abonnement Premium Plus se renouvelle automatiquement au tarif de 14,95 $/mois + taxes applicables après 30 jours. Annulation possible à tout moment.

Ardhangini

Auteur(s): ସଦାନନ୍ଦ ତ୍ରିପାଠୀ
Narrateur(s): କରୁଣାକର
Essayer pour 0,00 $

14,95$ par mois après 30 jours. Annulable en tout temps.

Acheter pour 18,86 $

Acheter pour 18,86 $

À propos de cet audio

ସେ କଥା କହନ୍ତି ଯେପରି, ଲେଖନ୍ତି ବି ସେହିପରି। ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ କହୁଥିବା କାହାଣୀର ପରିପାର୍ଶ୍ଵ ସହ ଆକ୍ଷରିକ ଭାବେ ନିଜକୁ ସାମିଲ୍‍ କରିଥାନ୍ତି। ତେଣୁ ତାଙ୍କର ଅନୁଭୂତି, ଉପଲବ୍ଧି ଓ ଅନ୍ତର୍ଦୃଷ୍ଟି ଯେତେବେଳେ ଗଳ୍ପରେ ରୂପାୟିତ ହୁଏ, ତାହା ପାଠକକୁ ଆଶାତୀତ ସ୍ୱାଦ ଓ ଆବେଗ ଯୋଗାଇବାର ସାମର୍ଥ୍ୟ ରଖେ। ଓଡ଼ିଶାର ମାଟି, ପାଣି, ପବନ ସହିତ ଏକାତ୍ମ ଏ ଗାଳ୍ପିକଙ୍କ ଗଳ୍ପରେ ରୂପାୟିତ ସ୍ଥାନ ଓ ଘଟଣା ଏବଂ ଚରିତ୍ରସବୁ ନିହାତି ଚିହ୍ନାଚିହ୍ନା ଲାଗନ୍ତି। ଏହି ସଂକଳନରେ ସ୍ଥାନିତ ଗଳ୍ପଗୁଡ଼ିକରେ ଭିନ୍ନଭିନ୍ନ ପରିବେଶ ଓ ପରିସ୍ଥିତିର ଜଣେଜଣେ ଅର୍ଦ୍ଧାଙ୍ଗିନୀଙ୍କୁ ଭେଟିବେ ପାଠକେ ଏବଂ ଅନୁଭବ କରିପାରିବେ ଲେଖକଙ୍କ ଅକୃତ୍ରିମ ଓ ଅନନ୍ୟ ଅନୁଧ୍ୟାନର ଅପୂର୍ବ ଅନ୍ଦାଜ୍‍କୁ।©2021 Storyside IN (P)2021 Storyside IN Fiction de genre Fiction littéraire
Pas encore de commentaire