Page de couverture de Chenae Jahnaalua

Chenae Jahnaalua

Aperçu
Essayer pour 0,00 $
Choisissez 1 livre audio par mois dans notre incomparable catalogue.
Écoutez à volonté des milliers de livres audio, de livres originaux et de balados.
L'abonnement Premium Plus se renouvelle automatiquement au tarif de 14,95 $/mois + taxes applicables après 30 jours. Annulation possible à tout moment.

Chenae Jahnaalua

Auteur(s): ସୃଷ୍ଟିଶ୍ରୀ ନାଏକ
Narrateur(s): ରାକ୍ଷୀ ଦାଶ
Essayer pour 0,00 $

14,95$ par mois après 30 jours. Annulable en tout temps.

Acheter pour 8,09 $

Acheter pour 8,09 $

À propos de cet audio

କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଗାଳ୍ପିକା ସୃଷ୍ଟିଶ୍ରୀ ନାଏକ ଉଭୟ ଗଳ୍ପ ଓ ଉପନ୍ୟାସରେ ପାଠକଙ୍କୁ ବାନ୍ଧିରଖି ପାରନ୍ତି! 'ଚେନାଏ ଜହ୍ନଆଲୁଅ' ତାଙ୍କର ଏକ ଚମତ୍କାର ଉପନ୍ୟାସ, ଯେଉଁଥିରେ ଦୁଇଜଣ ଝିଅସାଙ୍ଗଙ୍କ ଶୈଶବ, କୈଶୋର ଓ ଯୌବନର ଅନ୍ତରଙ୍ଗ କାହାଣୀ ବର୍ଣ୍ଣିତ! ସମ୍ପର୍କର ବିବିଧତା ଓ ଜଟିଳତା ଭିତରେ ବି ଭଲପାଇବାର ସୁଅ କେମିତି ଛୁଟିଚାଲିଥାଏ, ତାର ଏକ ନିଖୁଣ ଉଦାହରଣ ଏହି ଉପନ୍ୟାସ! ଜଣାଶୁଣା ଅଭିନେତ୍ରୀ ଓ ରେଡିଓ-ଜକି ରାକ୍ଷୀ ଦାଶଙ୍କ କଣ୍ଠରେ ଚାଲନ୍ତୁ ଛୁଇଁବା ଜହ୍ନଆଲୁଅରୁ ଚେନାଏ...©2021 Storyside IN (P)2021 Storyside IN Fiction de genre Fiction littéraire
Pas encore de commentaire