Page de couverture de Dui Diganta

Dui Diganta

Aperçu
Essayer pour 0,00 $
Choisissez 1 livre audio par mois dans notre incomparable catalogue.
Écoutez à volonté des milliers de livres audio, de livres originaux et de balados.
L'abonnement Premium Plus se renouvelle automatiquement au tarif de 14,95 $/mois + taxes applicables après 30 jours. Annulation possible à tout moment.

Dui Diganta

Auteur(s): ଗୌରହରି ଦାସ
Narrateur(s): ସୁବ୍ରତ କୁମାର ପତି
Essayer pour 0,00 $

14,95$ par mois après 30 jours. Annulable en tout temps.

Acheter pour 16,18 $

Acheter pour 16,18 $

À propos de cet audio

2000 ମସିହାରେ ବରିଷ୍ଠ ଲେଖକ ଗୌରହରି ଦାସ ଦ୍ଵିତୀୟ ଥର ପାଇଁ ଆମେରିକା ଯାଇଥିଲେ ଓ ଭାରତ ଫେରିବା ବାଟରେ କିଛିଦିନ ସ୍ୱିଡ଼େନ ଭ୍ରମଣ କରିଥିଲେ। 'ଦୁଇ ଦିଗନ୍ତ' ପୁସ୍ତକଟି ତାଙ୍କର ଏହି ଦୁଇ ଦେଶ ଭ୍ରମଣର ଅନୁଭୂତି। ଆମେରିକା ପୃଥିବୀର ସବୁଠୁ ଶକ୍ତିଶାଳୀ ଦେଶ ହୋଇଥିବାବେଳେ ସୁଇଡେନର ସାଧାରଣ ଜୀବନଯାପନ ପ୍ରଣାଳୀ ସବୁଠାରୁ ଉନ୍ନତ। ଏ ଦେଶରେ କଳା, ସଂଗୀତ, ସାହିତ୍ୟ, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକୁ ଯେଉଁଭଳି ଗୁରୁତ୍ୱ ପ୍ରଦାନ କରାଯାଏ ତାହା ବାସ୍ତବିକ ଉଲ୍ଲେଖନୀୟ। ଆମେରିକା ଓ ସୁଇଡେନରେ ଲେଖକଙ୍କ ଅଭିଜ୍ଞତା ସହ ଦୁଇ ଦେଶର ସାମାଜିକ ଓ ସାଂସ୍କୃତିକ ବୈଶିଷ୍ଟ୍ୟକୁ ନେଇ ରଚିତ 'ଦୁଇ ଦିଗନ୍ତ' ଶୁଣିବାଭଳି ଏକ ଭ୍ରମଣକାହାଣୀ!©2021 Storyside IN (P)2021 Storyside IN Sciences sociales
Pas encore de commentaire