Page de couverture de Keeta O Anyanya Galpa

Keeta O Anyanya Galpa

Aperçu
Essayer pour 0,00 $
Choisissez 1 livre audio par mois dans notre incomparable catalogue.
Écoutez à volonté des milliers de livres audio, de livres originaux et de balados.
L'abonnement Premium Plus se renouvelle automatiquement au tarif de 14,95 $/mois + taxes applicables après 30 jours. Annulation possible à tout moment.

Keeta O Anyanya Galpa

Auteur(s): ପ୍ରକାଶ ମହାପାତ୍ର
Narrateur(s): ଜିତୁ ସାବତ
Essayer pour 0,00 $

14,95$ par mois après 30 jours. Annulable en tout temps.

Acheter pour 16,18 $

Acheter pour 16,18 $

À propos de cet audio

କାହାଣୀର ପାରମ୍ପରିକ ବିନ୍ୟାସରେ ବିଶ୍ୱାସ ରଖୁ ନଥିବା କଥାକାର ପ୍ରକାଶ ମହାପାତ୍ରଙ୍କ ଜୀବନ ନିହାତି ବେପରୁଆ। ତାଙ୍କ ହିସାବରେ- ସବୁ ଗଳ୍ପ ଗୋଟେ ଗୋଟେ ଅଜଣା ଇଲାକାକୁ ଯାତ୍ରା। ଗଳ୍ପରେ ସେମିତି ଥିମ୍ ଫିମ୍ କିଛି ନଥାଏ। ଗଳ୍ପ ହେଉଛି ଶିଳ୍ପୀର ମାତାଲ୍ ପଦଚିହ୍ନ, ଅରଣ୍ୟର ନୀରବତା ଓ ଉଦ୍ଧତ ନଦୀର ସ୍ୱେଚ୍ଛାଚାରିତା। ଏକରେ ବହୁ ସ୍ୱର, ମାନସିକ ଦ୍ୱୈତବୋଧ, ଅବଦମିତ ଯୌନଚେତନା ଓ ମଣିଷର ରହସ୍ୟମୟ, ଅପ୍ରକଟିତ ଅଭ୍ୟନ୍ତରକୁ ନେଇ ପରୀକ୍ଷା ନିରୀକ୍ଷା କରିବାକୁ ସେ ଭଲ ପା'ନ୍ତି। ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ 'କୀଟ ଓ ଅନ୍ୟାନ୍ୟ ଗଳ୍ପ' ବହିଟିରେ ଅଛି ସେମିତି କିଛି ଚମକେଇ ଦେଲାଭଳି ଗପ, ଯାହା ପଢିଲେ ରାତିରେ ହୁଏତ ନିଦ ହେବନି...©2021 Storyside IN (P)2021 Storyside IN Anthologies et nouvelles
Pas encore de commentaire