Page de couverture de Kishor Kanti

Kishor Kanti

Aperçu
Essayer pour 0,00 $
Choisissez 1 livre audio par mois dans notre incomparable catalogue.
Écoutez à volonté des milliers de livres audio, de livres originaux et de balados.
L'abonnement Premium Plus se renouvelle automatiquement au tarif de 14,95 $/mois + taxes applicables après 30 jours. Annulation possible à tout moment.

Kishor Kanti

Auteur(s): କାହ୍ନୁଚରଣ ପାଣିଗ୍ରାହୀ
Narrateur(s): କରୁଣାକର
Essayer pour 0,00 $

14,95$ par mois après 30 jours. Annulable en tout temps.

Acheter pour 8,09 $

Acheter pour 8,09 $

À propos de cet audio

କାହ୍ନୁଚରଣ ପାଣିଗ୍ରାହୀ ଓଡ଼ିଆ ଶିଶୁସାହିତ୍ୟ ଜଗତରେ ବେଶ ଜଣାଶୁଣା। ପେସାରେ ଶିକ୍ଷକ ଶ୍ରୀଯୁକ୍ତ ପାଣିଗ୍ରାହୀ ଦୀର୍ଘ ପଚାଶ ବର୍ଷରୁ ଊର୍ଦ୍ଧ୍ୱକାଳ ଓଡ଼ିଶାର ଶିଶୁମାନଙ୍କର ବୌଦ୍ଧିକ ଓ ଆବେଗିକ ବିକାଶ ପାଇଁ ନିଜର ଲେଖନୀ ଚାଳନା କରିଆସୁଛନ୍ତି। ଆମ ପିଲାମାନଙ୍କ ଭିତରେ ସାମାଜିକ ପ୍ରତିବଦ୍ଧତା, ସଂସ୍କୃତି ଓ ପରମ୍ପରା ପ୍ରତି ସଚେତନତା ଆଣିବା ତାଙ୍କ କବିତାର ମୂଳ ମନ୍ତ୍ର। 'ସଂସାର', 'ଶିଶୁ ରାଇଜ', 'ମୀନାବଜାର', 'ଶିଶୁଲେଖା' ଆଦି ସମ୍ଭାନ୍ତ ପତ୍ରପତ୍ରିକାରେ ତାଙ୍କର କବିତା ପ୍ରକାଶିତ ହୋଇ ଆଦୃତ ଏବଂ ଆକାଶବାଣୀ କଟକଙ୍କ ସୌଜନ୍ୟରୁ ପ୍ରସାରିତ। ଶ୍ରୀ ପାଣିଗ୍ରାହୀଙ୍କ ରଚିତ 'ଟିକି ନାଆ', 'ଚୂନାଚୂନା ସୁନାଫୁଲ' ପୁସ୍ତକମାନଙ୍କ ପରି 'କିଶୋର କାନ୍ତି' ଆମ ପିଲାମାନଙ୍କ ପାଇଁ ଆଉ ଏକ ରୋଚକ ଉପହାର।©2021 Storyside IN (P)2021 Storyside IN Littérature
Pas encore de commentaire