Page de couverture de Ratira Ajaba Drushya

Ratira Ajaba Drushya

Aperçu
Essayer pour 0,00 $
Choisissez 1 livre audio par mois dans notre incomparable catalogue.
Écoutez à volonté des milliers de livres audio, de livres originaux et de balados.
L'abonnement Premium Plus se renouvelle automatiquement au tarif de 14,95 $/mois + taxes applicables après 30 jours. Annulation possible à tout moment.

Ratira Ajaba Drushya

Auteur(s): ସାରଦା ପ୍ରସାଦ ମିଶ୍ର
Narrateur(s): ଜିତୁ ସାବତ
Essayer pour 0,00 $

14,95$ par mois après 30 jours. Annulable en tout temps.

Acheter pour 16,18 $

Acheter pour 16,18 $

À propos de cet audio

"ମୋର ରାତିରେ ବୁଲାବୁଲି କରିବାର ଅଭ୍ୟାସ ଢେର ଦିନରୁ ଥିଲା। ଏବେ ଅଛି। ଆମ ସେତେବେଳେ ରାତିରେ ପୋଲିସ୍‌-ଫୋଲିସ୍‌ଙ୍କର ଏତେ ନାଇଟ ପ୍ରେଟ୍ରୋଲିଂ କିମ୍ବା କଡ଼ା କଟକଣା ନଥିଲା। ଆମେମାନେ ଏକାକୀ ଏବଂ କେତେବେଳେ କେମିତି ଦଳଦଳ ହୋଇ ବୁଲୁଥିଲୁ। ଅତୀବ ଆଶ୍ଚର୍ଯ୍ୟର କଥା ଯେ, ସେ ସମୟରେ ଝିଅ ଏବଂ ମହିଳାମାନେ ମଧ୍ୟ ଦଳଦଳ ହୋଇ କେବେ କେମିତି ରାତିରେ ବୁଲାବୁଲି କରୁଥିଲେ। ଏସବୁ କଥା ଆଜିର ତରୁଣ-ତରୁଣୀମାନଙ୍କୁ ସଂପୂର୍ଣ୍ଣ ଅବିଶ୍ୱାସ ଅଥବା ଇତିହାସର କଥାପରି ମନେହେବ। ଏବେତ ସେମାନେ ରାତି ନ'ଟା ବେଳକୁ ଘର ଭିତରେ। ଜୀବନ ବୋଲି ଗୋଟେ ପଦାର୍ଥକୁ ଆଜିର ପିଲାଏ ଜାଣିଲେ କି?" ଏମିତି ବୋହେମିନ ଚରିତ୍ର ଦେଇ ଜୀବନର ଗପ କହୁଥିବା ସାରଦା ପ୍ରସାଦ ମିଶ୍ର ଜଣେ ବିଚକ୍ଷଣ କଥାକାର। ଗଳ୍ପରେ ତାଙ୍କର ନିୟମିତ ପରୀକ୍ଷାନିରୀକ୍ଷା ଏବଂ ଅଦ୍ଭୁତ ଚରିତ୍ରାୟନ ତାଙ୍କୁ ଜଣେ ସ୍ୱତନ୍ତ୍ର ଶ୍ରେଣୀୟ ସୃଜନଶିଳ୍ପୀର ଗୌରବ ଦେଇଛି। ଅକାଳରେ ସେ ଆମକୁ ଛାଡି ଚାଲିଯାଇଛନ୍ତି ସତ, ହେଲେ ଛାଡି ଦେଇଯାଇଛନ୍ତି ଆମ ପାଇଁ ତାଙ୍କର ଅସୁମାରୀ ସୃଜନ ସନ୍ତକ! ଟାଇମ୍‌ପାସ୍ ବୁକର ପୁରସ୍କାର ଓ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ତାଙ୍କର ଏହି 'ରାତିର ଅଜବ ଦୃଶ୍ୟ' ଗପବହିଟି ଆପଣଙ୍କୁ ନିଶ୍ଚୟ ଆହ୍ଲାଦିତ କରିବ, ସନ୍ଦେହ ନାହିଁ!©2021 Storyside IN (P)2021 Storyside IN Fiction de genre Fiction littéraire
Pas encore de commentaire