Page de couverture de Srimadbhagabata

Srimadbhagabata

Aperçu

Obtenez gratuitement l’abonnement Premium Plus pendant 30 jours

14,95 $/mois après l’essai de 30 jours. Annulez à tout moment.
Essayer pour 0,00 $
Autres options d’achat
Acheter pour 24,28 $

Acheter pour 24,28 $

À propos de cet audio

ସନ୍ଥକବି ଜଗନ୍ନାଥ ଦାସଙ୍କ ରଚିତ ଶ୍ରୀମଦ୍‍ଭାଗବତ କେବଳ ଏକ ପୁସ୍ତକ ନୁହେଁ, ଓଡ଼ିଶାର ସାଂସ୍କୃତିକ ଆନ୍ଦୋଳନରେ ଏକ ପ୍ରମୁଖ ଆଧାର! ଓଡ଼ିଶାର ଘରେଘରେ ଓ ଗ୍ରାମେଗ୍ରାମେ ଭାଗବତ ଟୁଙ୍ଗି (ଗାଦି)ରେ ଏହି ଅଧ୍ୟାତ୍ମ ଗ୍ରନ୍ଥ 'ଭାଗବତ ଗୋସେଇଁ' ରୂପେ ପୂଜିତ! ଓଡ଼ିଶାର ଜାତୀୟ ଜୀବନଧାରାକୁ ଏହା ଗଭୀରଭାବେ ପ୍ରଭାବିତ କରିଆସିଛି! ବିଗତ ପାଞ୍ଚ ଶହ ବର୍ଷ ଧରି ଶ୍ରୀମଦ୍‍ଭାଗବତ ଓଡ଼ିଆ ଭାଷା, ସାହିତ୍ୟ, ସମାଜ ଓ ସଂସ୍କୃତିର ଶ୍ରୀବୃଦ୍ଧି କରିଆସିଛି! ତେବେ ଚାଲନ୍ତୁ ଏବେ ଶୁଣିବା ଶ୍ରୀମଦ୍‍ଭାଗବତର ବହୁପଠିତ ଏକାଦଶ ସ୍କନ୍ଧ, ବିଚିତ୍ରାନନ୍ଦ ପଣ୍ଡାଙ୍କ ସୁମଧୁର କଣ୍ଠରେ!©2021 Storyside IN (P)2021 Storyside IN Littérature ancienne, classique et médiévale
Pas encore de commentaire