Page de couverture de Prema Pahandi

Prema Pahandi

Aperçu
Essayer pour 0,00 $
Choisissez 1 livre audio par mois dans notre incomparable catalogue.
Accès illimité à notre catalogue d'écoute à volonté de plus de 15 000 livres audio et balados
L'abonnement Premium Plus se renouvelle automatiquement au tarif de 14,95 $/mois + taxes applicables après 30 jours. Annulation possible à tout moment.

Prema Pahandi

Auteur(s): ସରୋଜ ବଳ
Narrateur(s): ବିଜୟଲକ୍ଷ୍ମୀ ପତ୍ରୀ
Essayer pour 0,00 $

14,95$ par mois après 30 jours. Annulable en tout temps.

Acheter pour 15,00 $

Acheter pour 15,00 $

À propos de cet audio

ସରୋଜ ବଳଙ୍କର କବିତାବହି ସଂଖ୍ୟା ଯଦିଓ ଅଧିକ, ଗଳ୍ପ କିନ୍ତୁ ତାଙ୍କର ପ୍ରଥମ ପ୍ରେମ। ତେବେ ଗଳ୍ପ ଭିତରେ କବିତାର ଛୁଙ୍କ ପାଠକମାନେ ବେଶ୍‍ ବାରିପାରନ୍ତି ତାଙ୍କର। 'ଶିଉଳି', 'ପାୱାରକଟ୍‍', 'ମିରର୍‍ ଇମେଜ୍‍' ଓ 'ସାତଦିନରେ ଗୋରାପଣ'- ଏହି ଚାରୋଟି ଗଳ୍ପ ସଂକଳନ ଭିତରୁ ଓ ବାହାରୁ କେତେଗୁଡ଼ିଏ ପ୍ରେମଗଳ୍ପକୁ ଏକାଠି କରି ଏ 'ପ୍ରେମ ପହଣ୍ଡି'ର ପରିକଳ୍ପନା। ଯେଉଁମାନେ ପ୍ରେମରେ ବିଫଳ, ସେମାନେ ଏ ଗଳ୍ପଗୁଡ଼ିକୁ ପଢ଼ି ପ୍ରେମହୀନତାରୁ ଟିକେ ତ୍ରାହି ପାଇପାରିବେ। ଏପରିକି ଯେଉଁମାନେ ସଫଳ, ସେମାନେ ବଂଚିଥିବା ପ୍ରେମକୁ ଆଉଥରେ ଭୋଗିବାର ଅବକାଶ ଅବଶ୍ୟ ପାଇବେ। ଶୁଣନ୍ତୁ କବି ବିଜୟଲକ୍ଷ୍ମୀ ପତ୍ରୀଙ୍କ ପ୍ରେମବତୁରା କଣ୍ଠରେ ସରୋଜ ବଳଙ୍କର କେତୋଟି ରୋମାଣ୍ଟିକ ଗଳ୍ପ...©2021 Storyside IN (P)2021 Storyside IN
Pas encore de commentaire